ବିବାହ ପୂର୍ବରୁ କଣ ଲେସବିୟନ ଥିଲେ ସନି ଲିଓନି ? ପତି କଲେ ଖୁଲାସା

0 418

ବଲିଉଡର ଆଇଟମ ଗାର୍ଲ ସନି ଲିଓନି ଓ ଡେନିୟଲ ଓ୍ବେବର ବହୁ ବର୍ଷ ହେବ ଏକାସାଙ୍ଗରେ ରହିଆସୁଛନ୍ତି । ଦୁହିଁଙ୍କ ବାହାଘରକୁ ୯ ବର୍ଷ ସମ୍ପୂର୍ଣ୍ଣ ହୋଇଥିବା ବେଳେ ଡେନିୟଲ ଓ ନିଜ ବିବାହକୁ ନେଇ ସନି ଏକ ବଡ ଖୁଲାସା କରିଛନ୍ତି । ନିକଟରେ ଏକ ଇଣ୍ଟରଭ୍ୟୁରେ କହିଥିଲେ ଯେ, ଡେନିୟଲଙ୍କ ସହ ପ୍ରଥମେ ବନ୍ଧୁତା ହୋଇଥିଲା । କିଛି ଦିନ ଡେଟ୍ କରିବା ପରେ ଆମେ ବିବାହ ପାଇଁ ନିଷ୍ପତ୍ତି ନେଇଥିଲୁ । ପୂର୍ବରୁ ଜଣେ ଅଭିନେତାଙ୍କ ସହ ମୋର ସମ୍ପର୍କ ଥିଲା କିନ୍ତୁ ସେ ମୋତେ ଧୋକା ଦେଇଥିଲେ । ଏହି ସମୟରେ ଡେନିୟଲଙ୍କ ସହ ସାକ୍ଷାତ ହୋଇଥିଲା ।’

ତେବେ ସନି ସର୍ବଦା ନିଜ ପ୍ରିୟ ବାନ୍ଧବୀ ସହ ସମୟ ବିତାଉଥିଲେ । ପ୍ରଥମେ ପ୍ରଥମେ ସନି ଲେସବିୟନ ବୋଲି ଡେନିୟଲଙ୍କୁ ଲାଗୁଥିଲା । ଆଉ ଥରେ ସେ ଦୁହିଁଙ୍କୁ ହାତ ଧରାଧରି ଅବସ୍ଥାରେ ବହୁ କ୍ଲୋଜ୍ ଦେଖିବାକୁ ପରେ ଡେନିୟଲ କନଫୁଜ୍ ହୋଇଥିଲେ । ତେବେ ସେହି ସମୟରେ ସନି ନିଜ ବନ୍ଧୁମାନଙ୍କ ସହ ଅଧିକ ଘନିଷ୍ଠ ଥିଲେ ବୋଲି ଡେନିୟଲ କହିଛନ୍ତି ।

Leave A Reply

Your email address will not be published.