fbpx

ଏସସି ଓ ଏସଟି ସଂଶୋଧନ ଆଇନ ସୁପ୍ରିମକୋର୍ଟରେ କାଏମ

ନୂଆଦିଲ୍ଲୀ, ୧୦ା୨: ଏସସି ଓ ଏସଟି ସଂଶୋଧନ ଆଇନକୁ ସୁପ୍ରିମକୋର୍ଟ କାଏମ ରଖିଛନ୍ତି । ସାମ୍ବିଧାନିକ ବୈଧତାକୁ କାଏମ ରଖିଛନ୍ତି ସୁପ୍ରିମକୋର୍ଟ । ସଂଶୋଧନ ଆଇନର ବୈଧତାକୁ ନେଇ ହୋଇଥିବା ଆବେଦନ ଖାରଜ ହୋଇଥିବା ସୂଚନା ମିଳିଛି । ଏଣିକି ଅଭିଯୋଗ ପରେ ତୁରନ୍ତ ଏଫଆଇଆର ସହ ଗିରଫ କରାଯାଇପାରିବ । ଅଭିଯୁକ୍ତଙ୍କୁ ଆଗୁଆ ଜାମିନ ମିଳିପାରିବନି ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଏହି ଆଇନର ବୈଧତାକୁ ନେଇ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ ହୋଇଥିଲା ।

Get real time updates directly on you device, subscribe now.