fbpx

ଆଇଏଏସ ସୁରେନ୍ଦ୍ର କୁମାରଙ୍କୁ ପୁରସ୍କାର

ଭୁବନେଶ୍ୱର,୨୫ ।୧(ଓଡିଶା ଭାସ୍କର): ନିର୍ବାଚନ ପରିଚାଳନା ପାଇଁ ଆଇଏଏସ ସୁରେନ୍ଦ୍ର କୁମାରଙ୍କୁ ପୁରସ୍କାର ମିଳିଛି । ଜାତୀୟ ଭୋଟର ଦିବସ ଅବସରରେ ସୁରେନ୍ଦ୍ରଙ୍କୁ ପୁରସ୍କୃତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ତେବେ ବର୍ତ୍ତମାନ ସମୟରେ ରାଜ୍ୟ ଜଳସମ୍ପଦ ସଚିବ ଭାବେ ଦାୟିତ୍ୱରେ ରହିଛନ୍ତି ପୂର୍ବତନ ସିଇଓ ସୁରେନ୍ଦ୍ର ।

Get real time updates directly on you device, subscribe now.