fbpx

‘କରୋନା’ ପରେ SCBରେ ପ୍ରଥମ ସ୍ୱାଇନ୍ ଫ୍ଲୁ ରୋଗୀ ଚିହ୍ନଟ

କଟକ,୬ ।୨(ଓଡିଶା ଭାସ୍କର): କରୋନା ଭାଇରସ୍ ପରେ ଓଡିଶାରେ ଏବେ ସ୍ୱାଇନ୍ ଫ୍ଲୁ ଭୟ । କଟକ SCB ମେଡିକାଲରେ ପ୍ରଥମ ସ୍ୱାଇନ୍ ଫ୍ଲୁ ରୋଗୀ ଭର୍ତ୍ତି ହୋଇଛନ୍ତି । ବ୍ଲଡ୍ ଟେଷ୍ଟ୍ ପରେ ରୋଗୀଙ୍କ ରିପୋର୍ଟ ପଜେଟିଭ ରହିଛି । ରୋଗୀ ଜଣକ ଢେଙ୍କାନାଳ ଅଞ୍ଚଳର ଥିବା ବେଳେ ତାଙ୍କୁ ଆଇସୋଲେସନ ୱାର୍ଡରେ ରଖାଯାଇଛି । ତେବେ ସ୍ୱାଇନ୍ ଫ୍ଲୁ ସନ୍ଦେହରେ ୩ ତଣଙ୍କୁ SCBର ସ୍ୱତନ୍ତ୍ର ୱାର୍ଡରେ ଭତ୍ତି କରାଯାଇଥିଲା । କିନ୍ତୁ ଅନ୍ୟ ୨ ଜଣଙ୍କର ରିପୋର୍ଟ ନେଗେଟିଭ୍ ଆସିଥିବା ସୂଚନା ମିଳିଛି ।

Get real time updates directly on you device, subscribe now.