fbpx

ଟି-୨୦ ମହିଳା ବିଶ୍ୱକପ, ଭାରତର ଦମଦାର ବିଜୟ

ମେଲବୋର୍ଣ୍ଣ, ୨୭ା୨: ଟି-୨୦ ମହିଳା ବିଶ୍ୱକପରେ ଭାରତ ହ୍ୟାଟ୍ରିକ୍ ବିଜୟ ଲାଭ କରିଛି । ମେଲବୋର୍ଣ୍ଣରେ ନ୍ୟୁଜିଲାଣ୍ଡକୁ ୩ ରନରେ  ହରାଇଛି ଭାରତ । ସୂଚନାଯୋଗ୍ୟ ଯେ ନ୍ୟୁଜିଲାଣ୍ଡକୁ ୧୩୪ ରନର ବିଜୟ ଲକ୍ଷ୍ୟ ଦେଇଥିଲା ଭାରତ । ଭାରତ ୧୩୩/୮ କରିଥିବା ବେଳେ ନ୍ୟୁଜିଲାଣ୍ଡ ୧୩୦/୫ କରିଛି । ଭାରତ ପକ୍ଷରୁ ସୈଫାଲି ଶର୍ମା ସର୍ବାଧିକ ୪୬ରନ କରିଛନ୍ତି ।

Get real time updates directly on you device, subscribe now.