ଏକ ବିରଳ ଗର୍ଭଧାରଣ: ମହିଳାଙ୍କ ଗର୍ଭରୁ ଜନ୍ମନେଲେ ଯମଜ ସନ୍ତାନ, ପ୍ରଥମ ଶିଶୁ ଜନ୍ମ ହେବାର ୨୨ ଦିନ ପରେ ଦ୍ୱିତୀୟ ଜନ୍ମ ନେଲା
ନୂଆଦିଲ୍ଲୀ: ଆଜିର ସମୟରେ ଯମଜ ସନ୍ତାନ ଜନ୍ମନେବା ଏକ ସାଧାରଣ କଥା ହୋଇଗଲାଣି । ତେବେ ଏହା ମଧ୍ୟରେ ଇଂଲଣ୍ଡରୁ ଏକ ଅଜବ ଗର୍ଭଧାରଣ ମାମଲା ସାମ୍ନାକୁ ଆସିଛି । ଜଣେ ମହିଳା ଯମଜ ସନ୍ତାନଙ୍କୁ ଜନ୍ମ ଦେଇଥିଲେ । ମାତ୍ର…