ଆସାମରେ ଆତଙ୍କବାଦୀ ନେଟୱାର୍କ ବିସ୍ତାର ପାଇଁ ରଚିଥିଲେ ଷଡ଼ଯନ୍ତ୍ର, ଗୁଆହାଟି ଷ୍ଟେସନରୁ ଗିରଫ ହେଲେ ଦୁଇ ବାଂଲାଦେଶୀ ଆତଙ୍କବାଦୀ
ଦିସପୁର: ଆସାମ ପୋଲିସକୁ ମିଳିଛି ବଡ଼ ସଫଳତା । ରାଜ୍ୟରେ ଆତଙ୍କବାଦୀ ନେଟୱାର୍କ ବିସ୍ତାର କରୁଥିବା ଦୁଇ ବାଲାଂଦେଶୀ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି । ଏହି ଦୁଇ ସନ୍ଦିଗ୍ଧଙ୍କୁ ଗୁଆହାଟି ରେଳ ଷ୍ଟେସନରୁ ଗିରଫ…