Credit Cardରୁ ବିଲ୍ ପୈଠ କରୁଥିଲେ ହୋଇଯାନ୍ତୁ ଆଲର୍ଟ, ଜୁଲାଇ ୧ରୁ ଲାଗୁ ହେବ ଏହି ନୂଆ ନିୟମ
ନୂଆଦିଲ୍ଲୀ: ଆପଣ ଯଦି କ୍ରେଡିଟ୍ କାର୍ଡ଼ ବ୍ୟବହାର କରୁଛନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ । ଚଳିତ ବର୍ଷ ଜୁଲାଇ ୧ରୁ କ୍ରେଡିଟ୍ କାର୍ଡ଼ ନିୟମରେ ପରିବର୍ତ୍ତନ ହେବାକୁ ଯାଉଛି । ଏହା ପରେ ପେମେଣ୍ଟ…