ଆଜି ବିଜେପିର ତୃତୀୟ ସଂକଳ୍ପ ପତ୍ର ଜାରି କରିବେ ଅମିତ ଶାହ, ଜାଣନ୍ତୁ କ’ଣ ବିଶେଷ ରହିବ?
ନୂଆଦିଲ୍ଲୀ: ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ୩ୟ ସଂକଳ୍ପ ପତ୍ର ଜାରି କରିବୋ
ବିଜେପି ଏହାର ତୃତୀୟ ସଂକଳ୍ପ ପତ୍ରରେ ଅନେକ ବଡ଼ ବଡ଼ ଯୋଜନା ପାଇଁ ପ୍ରତିଶ୍ରୁତି ଦେଇପାରୋ…