Breaking News ଜଟଣୀରୁ ବିପୁଳ ପରିମାଣର ବିସ୍ଫୋରକ ଜବତ Sasmita Jamuda Mar 29, 2024 ଭୁବନେଶ୍ୱର: ଜଟଣୀରୁ ବିପୁଳ ପରିମାଣର ବିସ୍ଫୋରକ ଜବତ ହୋଇଥିବା ସୂଚନା ମିଳିଛି । ପୋଲିସ ୪୦ କିଲୋ ଓଜନର ବାରୁଦ ଜବତ କରିବା ସହ ବୋମା ପାଇଁ ବ୍ୟବହୃତ ଯନ୍ତ୍ରାଂଶ ମଧ୍ୟ ଜବତ କରିଥିବା ଜଣାପଡ଼ିଛି । ଜଟଣୀ ସହର ନୂଆଗାଁରେ…