fbpx

ଜଟଣୀରୁ ବିପୁଳ ପରିମାଣର ବିସ୍ଫୋରକ ଜବତ

ଭୁବନେଶ୍ୱର: ଜଟଣୀରୁ ବିପୁଳ ପରିମାଣର ବିସ୍ଫୋରକ ଜବତ ହୋଇଥିବା ସୂଚନା ମିଳିଛି । ପୋଲିସ ୪୦ କିଲୋ ଓଜନର ବାରୁଦ ଜବତ କରିବା ସହ ବୋମା ପାଇଁ ବ୍ୟବହୃତ ଯନ୍ତ୍ରାଂଶ ମଧ୍ୟ ଜବତ କରିଥିବା ଜଣାପଡ଼ିଛି । ଜଟଣୀ ସହର ନୂଆଗାଁରେ ଥିବା ଗୋଦାମ ସିଲ୍ କରିବା ସହ ଗୋଦାମ ମାଲିକକୁ ଅଟକ ରଖିଛି ପୋଲିସ ।

Get real time updates directly on you device, subscribe now.