ପରସ୍ପର ଧକ୍କା ହେଲେ ୩ଟି ଗାଡ଼ି: ୩୨ ଯାତ୍ରୀ ଆହତ, ୬ ଜଣଙ୍କ ଅବସ୍ଥା ଗମ୍ଭୀର
ନୂଆଦିଲ୍ଲୀ: ଗୁଜରାଟରେ ଘଟିଯାଇଛି ଏକ ବଡ଼ଧରଣର ସଡ଼କ ଦୁର୍ଘଟଣା । ଗୋଟିଏ ବସ୍ ସମେତ ୩ଟି ଗାଡ଼ି ପରସ୍ପର ଧକ୍କା ହୋଇଛନ୍ତି । ଫଳରେ ଘଟଣାସ୍ଥଳରେ ୩୨ ଯାତ୍ରୀ ଆହତ ହେବା ସହ ୬ ଜଣଙ୍କ ଅବସ୍ଥା ଗମ୍ଭୀର ରହିଛି । ୩ଟି ଗାଡ଼ି…