UIDAI କଲା ବଡ଼ ଘୋଷଣା: ଆଧାର କାର୍ଡ ମାଗଣା ଅପଡେଟ୍ ସମୟସୀମା ୬ ମାସ ବଢ଼ିଲା
ନୂଆଦିଲ୍ଲୀ: ଭାରତୀୟ ସ୍ୱତନ୍ତ୍ର ପରିଚୟ ପ୍ରାଧିକରଣ (ୟୁଆଇଡିଏଆଇ) ତରଫରୁ ଏକ ବଡ଼ ଘୋଷଣା କରାଯାଇଛି । ଆଧାର କାର୍ଡ ମାଗଣା ଅପଡେଟ୍ ପାଇଁ ଡିସେମ୍ବର ୧୪ ତାରିଖ ରହିଥିବା ଏବେ ଉକ୍ତ ସମୟସୀମାକୁ ବୃଦ୍ଧି କରାଯାଇଛି । ଏହି…