Breaking News ଗାଧୋଇଲା ବେଳେ ଅଘଟଣ, ବିରୁପା ନଦୀରେ ବୁଡ଼ିଗଲେ ୨ ଜଣ Sasmita Jamuda Apr 13, 2024 ଟାଙ୍ଗୀ: ନଦୀରେ ଗାଧୋଇବା ହେଲା କାଳ । ଅକାଳରେ ଚାଲିଗଲା ୨ ଜଣଙ୍କ ଜୀବନ । ବିରୁପା ନଦୀରେ ଗାଧୋଇଲା ବେଳେ ଅସାବଧାନତା ଯୋଗୁଁ ୨ ଯୁବକ ଭାସିଯାଇଥିବା ଘଟଣା ସାମ୍ନାକୁ ଆସିଛି । ସଠାରେ ଥିବା ସ୍ଥାନୀୟ ଲୋକେ ଉଭୟଙ୍କୁ…