fbpx

ଗାଧୋଇଲା ବେଳେ ଅଘଟଣ, ବିରୁପା ନଦୀରେ ବୁଡ଼ିଗଲେ ୨ ଜଣ

ଟାଙ୍ଗୀ: ନଦୀରେ ଗାଧୋଇବା ହେଲା କାଳ । ଅକାଳରେ ଚାଲିଗଲା ୨ ଜଣଙ୍କ ଜୀବନ । ବିରୁପା ନଦୀରେ ଗାଧୋଇଲା ବେଳେ ଅସାବଧାନତା ଯୋଗୁଁ ୨ ଯୁବକ ଭାସିଯାଇଥିବା ଘଟଣା ସାମ୍ନାକୁ ଆସିଛି । ସଠାରେ ଥିବା ସ୍ଥାନୀୟ ଲୋକେ ଉଭୟଙ୍କୁ ତୁରନ୍ତ ଉଦ୍ଧାର କରି ହସ୍ପିଟାଲ ନେଇଥିଲେ । ତେବେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ ।

 

Get real time updates directly on you device, subscribe now.