Democratic Azad Party: ଗୁଲାମଙ୍କ ଡାକରା ଏବେ ଜାମ୍ମୁ କାଶ୍ମୀରରେ ରାଜ କରିବ ଏହି ଦଳ
ନୂଆଦିଲ୍ଲୀ: ‘ଦ ଡେପଥ୍ ଅଫ ଓସେନ, ଟୁ ଦ ହାଇଟ ଅଫ ଦ ସ୍କାଇ’ ଯାହାର ମୁଲ୍ୟ ହେଉଛି ସମୁଦ୍ର ଠାରୁ ଗଭୀର ଆଉ ଆକାଶ ଭଳି ଉଚ୍ଚ । କିଛି ଏଭଳି କହି ନିଜର ନୂତନ ରାଜନୈତିକ ଦଳର ନାମ ପ୍ରକାଶ କରିଛନ୍ତି ଗୁଲାମ ନବୀ ଆଜାଦ ।…