Hair Care Tips: କେଶ ଡ୍ୟାମେଜର କାରଣ ହୋଇପାରେ ସୂର୍ଯ୍ୟର ଅତିବାଇଗଣି କିରଣ, କେଶକୁ ସୁସ୍ଥ ରଖିବା ପାଇଁ ଆପଣାନ୍ତୁ ଏହି ଟିପ୍ସ
ଓଡ଼ିଶା ଭାସ୍କର: ଗ୍ରୀଷ୍ମ ପ୍ରଭାବ ତ୍ୱଚା ସହ କେଶକୁ ମଧ୍ୟ କ୍ଷତି ପହଞ୍ଚାଇଥାଏ । ସୂର୍ଯ୍ୟର ଅତିବାଇଗଣି (Ultra Violate) କିରଣ କେଶକୁ ଡ୍ୟାମେଜ୍ କରିବା ସହ ସ୍କିନ୍ କ୍ୟାନସର ଏବଂ ଆଲର୍ଜୀ ଭଳି ଲକ୍ଷଣ ଦେଖାଦେଇଥାଏ ।…