IND vs PAK ହର୍ଷିତ ରାଣାଙ୍କୁ କାନ୍ଧରେ ଧକା ଦେଲେ ମହମ୍ମଦ ରିଜୱାନ, ରାଗିଗଲେ ଭାରତୀୟ ପେସର
ଦୁବାଇ: ଭାରତ ଦଳର ପେସର ହର୍ଷିତ ରାଣା ପାକିସ୍ତାନ ଜାତୀୟ କ୍ରିକେଟ ଦଳ ବିପକ୍ଷରେ ଚାଲିଥିବା ମ୍ୟାଚରେ ବହୁତ ଭଲ ପ୍ରଦର୍ଶନ କରିଛନ୍ତି। ICC ଚାମ୍ପିଅନ୍ସ ଟ୍ରଫି ୨୦୨୫ ରେ ଦୁଇ ଦଳ ମଧ୍ୟରେ ମ୍ୟାଚ୍ ଦୁବାଇର ଦୁବାଇ…