Breaking News କାଲିଠୁ ଆଜି ଅଧିକ କଲବଲ କରୁଛି ତାତି; ଦିନ ସାଢ଼େ ୨ରେ ଟପିଲା ୪୬ ଡିଗ୍ରୀ Sunil Kumar May 30, 2024 ଭୁବନେଶ୍ୱର: (ଓଡ଼ିଶା ଭାସ୍କର) କାଲି ଠାରୁ ଆଜି ଅଧିକ କଲବଲ କରୁଛି ତାତି । ଦିନ ସାଢ଼େ ୨ରେ ତାତି ୪୬ ଟପିଲା । ୪୬.୬ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ସହର । ସମ୍ବଲପୁର ୪୫.୬, ହୀରାକୁଦ ୪୪.୫, ରାଉରକେଲା…
Breaking News ଖରା ପାଇଁ ସ୍କୁଲ ଛୁଟି: ଜୁନ୍ ୩୦ ଯାଏଁ ରାଜଧାନୀରେ ଗ୍ରୀଷ୍ମପ୍ରବାହ ଯୋଗୁଁ ଛୁଟି ଘୋଷଣା Smruti Ranjan May 20, 2024 ନୂଆଦିଲ୍ଲୀ: ସାରା ଦେଶରେ ପ୍ରବଳ ଗ୍ରୀଷ୍ମପ୍ରବାହ ଜାରି ରହିଛି । ବିଭିନ୍ନ ରାଜ୍ୟରେ ତାପମାତ୍ରା ବୃଦ୍ଧି ଯୋଗୁଁ ଛଟପଟ ହେଉଛନ୍ତି ସାଧାରଣ ଲୋକେ । ତେବେ ଏହି ହିଟୱେଭକୁ ନଜରରେ ରଖି ସ୍କୁଲ ଛୁଟି ପାଇଁ ଘୋଷଣା କରାଯାଇଛି…
Featured ଗ୍ରୀଷ୍ମପ୍ରବାହ ଫେରିବା ପରେ କରନ୍ତୁନି ଏହିସବୁ ଭୁଲ: ଭୋଗିପାରନ୍ତି ଅନେକ ସମସ୍ୟା Smruti Ranjan May 19, 2024 ଓଡ଼ିଶା ଭାସ୍କର: କିଛି ଦିନର ବ୍ୟବଧାନ ପରେ ପୁଣିଥରେ ପେରିଛି ଗ୍ରୀଷ୍ମପ୍ରବାହ । ରାଜ୍ୟ ତଥା ଦେଶର ବିଭିନ୍ନ ସ୍ଥାନରେ ତାତି ଅସମ୍ଭାଳ ହୋଇଥିବା ବେଳେ ଅସହ୍ୟ ଗରମ ଅନୁଭୂତ ହେଉଛି । ଅନେକ ଲୋକଙ୍କ ପାଇଁ ଏହା ଖୁବ…
Breaking News Breaking News; ଆହୁରି ଜାଳିବ ପ୍ରଚଣ୍ଡ ତାତି: ୧୦ଟି ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ Smruti Ranjan Apr 29, 2024 ଭୁବନେଶ୍ୱର: ରାଜ୍ୟରେ ପ୍ରବଳ ଗ୍ରୀଷ୍ମଲହରୀ ଜାରି ରହିଛି । ପ୍ରତିଦିନ ଅଧିକାଂଶ ସହରର ତାପମାତ୍ରା ୪୦ ଉପରେ ରହୁଥିବା ବେଳେ ସକାଳ ୯ଟା ପରେ ବାହାରକୁ ବାହାରିବା ଅସମ୍ଭବ ହୋଇ ପଡ଼ଇଛି । ତେବେ ବର୍ତ୍ତମାନ ଏହି…
Breaking News ପ୍ରଚଣ୍ଡ ଖରାରେ ଜଳିଯିବ ଟ୍ୱିନ ସିଟି: କଟକ-ଭୁବନେଶ୍ୱର ପାଇଁ ରେଡ ୱାର୍ଣ୍ଣିଂ ଜାରି କଲା ପାଣିପାଗ କେନ୍ଦ୍ର Smruti Ranjan Apr 27, 2024 ଭୁବନେଶ୍ୱର: ପ୍ରବଳ ଖରାରେ ସିଝିବ ଓଡ଼ିଶାର ଟ୍ୱିନ ସିଟି । ଆଜି ପାଇଁ କଟକ-ଭୁବନେଶ୍ୱରକୁ ରେଡ୍ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଟ୍ୱିନ ସିଟିରେ ସମ୍ଭାବ୍ୟ ତାତି ଏବଂ ଗୁଳୁଗୁଳିକୁ ନେଇ ପାଣିପାଗ ବିଭାଗ…
Breaking News (Video) ସାବଧାନ୍! ଆହୁରି ୪ ଦିନ ବର୍ଷିବ ନିଆଁ, ଘରୁ ନ ବାହାରିବାକୁ ପାଣିପାଗ ବିଭାଗର ସତର୍କବାଣୀ Smruti Ranjan Apr 27, 2024 ଭୁବନେଶ୍ୱର: ଆଗାମୀ ୪ ଦିନ ଯାଏଁ ରାଜ୍ୟରେ ଏଭଳି ଗ୍ରୀଷ୍ମପ୍ରବାହ ଜାରି ରହିବ । ପ୍ରବଳ ଖରାକୁ ଅସହ୍ୟ ଗୁଳୁଗୁଳିରେ ସାରା ରାଜ୍ୟ କଲବଲ ହୋଇଉଠିବ । ଘରୁ ବାହାରିବା ତ ଦୂରର କଥା, ଘରେ ରହିବା ମଧ୍ୟ କଷ୍ଟକର ହୋଇପଡ଼ିଛି ।…