ବୈଜ୍ଞାନିକଙ୍କ ବଡ଼ ସନ୍ଧାନ: ଏକ ‘ବିଚିତ୍ର’ ନଦୀ’ କାରଣରୁ କ୍ରମାଗତ ଭାବେ ମାଉଣ୍ଟ ଏଭରେଷ୍ଟର ଉଚ୍ଚତା ବଢ଼ିବାରେ ଲାଗିଛି
ନୂଆଦିଲ୍ଲୀ: ମାଉଣ୍ଟ ଏଭରେଷ୍ଟର ଉଚ୍ଚତା କ୍ରମାଗତ ଭାବେ ବଢ଼ିବାରେ ଲାଗିଛି । ଏନେଇ ବୈଜ୍ଞାନିକମାନେ ଏକ ବଡ଼ ସନ୍ଧାନ କରିବାକୁ ସକ୍ଷମ ହୋଇଛନ୍ତି । ସମୁଦ୍ର ପୃଷ୍ଠ ଠାରୁ ୨୯,୦୩୧.୬୯ ଫୁଟ ଉଚ୍ଚରେ ମାଉଣ୍ଟ ଏଭରେଷ୍ଟ…