୧୯୬୫ ମସିହାରେ ହାଜୀ ପିର୍ ପାସ୍’କୁ କବଜା କରିବା ପରେ ଭାରତ କାହିଁକି ପାକିସ୍ତାନକୁ ଫେରାଇ ଦେଇଥିଲା?
ନୂଆଦିଲ୍ଲୀ: ୧୯୬୫ ମସିହାରେ ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ଭାରତୀୟ ସୈନ୍ୟ ସାହସୀ ଅଭିଯାନ ଜରିଆରେ ପାକିସ୍ତାନ ନିୟନ୍ତ୍ରିତ ହାଜୀ ପିର୍ ପାସ୍ ଓ ସମଗ୍ର ହାଜୀ ପିର୍ ବଲଜ୍ ଅଧିକାର କରିଥିଲେ। ପିର୍ ପଞ୍ଜାଲ ରେଞ୍ଜରେ…