fbpx
Browsing Tag

#India

ଅସ୍ତ୍ରବିରତି ଚୁକ୍ତିକୁ ଉଲ୍ଲଂଘନ କଲା ପାକିସ୍ତାନ; ବିନା କାରଣରେ BSF ପୋଷ୍ଟ୍ ଉପରକୁ ଚଳାଇଲା ଗୁଳି

ଜମ୍ମୁ: ଅନ୍ତର୍ଜାତୀୟ ସୀମାରେ ଥିବା ବିଏସ୍ ଏଫ୍ ପୋଷ୍ଟ୍ ଉପରକୁ ବିନା କାରଣରେ ଗୁଳି ଚଳାଇଲା ପାକିସ୍ତାନ ରେଞ୍ଜର୍ସ । ବୁଧବାର ଭାରତ ଓ ପାକିସ୍ତାନ ମଧ୍ୟରେ ହୋଇଥିବା ଅସ୍ତ୍ରବିରତି ଚୁକ୍ତିକୁ ଉଲ୍ଲଂଘନ କରିଛି…

କ୍ରୀଡ଼ା ଜଗତରୁ ଆସିଲା ଦୁଃଖ ଖବର: ଭାରତର ସବୁଠାରୁ ବୟସ୍କ କ୍ରିକେଟର ଦତ୍ତାଜୀରାଓ ଗାୟକୱାଡଙ୍କ ପରଲୋକ

ନୂଆଦିଲ୍ଲୀ: କ୍ରୀଡ଼ା ଜଗତରୁ ଆସିଛି ଏକ ଦୁଃଖ ଖବର । ଭାରତର ସବୁଠାରୁ ବୟସ୍କ କ୍ରିକେଟର ଭାବେ ପରିଚିତ ଦତ୍ତାଜୀରାଓ ଗାୟକୱାଡଙ୍କ ପରଲୋକ ଘଟିଛି । ଶ୍ରୀ ଗାୟକୱାଡ ୯୫ ବର୍ଷରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ସେ…

ଭାରତର ନିଜସ୍ଵ ମହାକାଶ ଷ୍ଟେସନ ନିର୍ମାଣ ପାଇଁ କାମ ଚାଲୁ ରହିଛି: ଚନ୍ଦ୍ରଯାନ-୩ର ପ୍ରକଳ୍ପ ନିର୍ଦ୍ଦେଶକ

ବେଙ୍ଗାଲୁରୁ: ଗତବର୍ଷ ଚନ୍ଦ୍ରଯାନ-୩ ଅଭିଯାନରେ ସଫଳ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତକୁ ନେଇ ଏକ ବିଶାଳ ପରିକଳ୍ପନା କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ମହାକାଶ କାର୍ଯ୍ୟକ୍ରମକୁ ପ୍ରୋତ୍ସାହିତ…

ଜଷ୍ଟିସ ଖାନୱିଲକର ହେବେ ଭାରତର ପରବର୍ତ୍ତୀ ଲୋକପାଳ: କେନ୍ଦ୍ର ସରକାରଙ୍କ ଉଚ୍ଚସ୍ତରୀୟ ବୈଠକରେ ମିଳିଲା ଅନୁମୋଦନ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଏ.ଏମ ଖାନୱିଲକର ହେବେ ଦେଶର ପରବର୍ତ୍ତୀ ଲୋକପାଳ । ଜଷ୍ଟିସ ଖାନୱିଲକରଙ୍କ ନିଯୁକ୍ତି ଉପରେ ଉଚ୍ଚସ୍ତରୀୟ ବୈଠକରେ ମୋହର ଲାଗିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ମିଆଁମାରର ଏହି ରାଜ୍ୟକୁ ନଯିବାକୁ ନାଗରିକଙ୍କୁ କହିଲା ଭାରତ

ନୂଆଦିଲ୍ଲୀ: ମିଆଁମାରର ରଖାଇନ୍ ରାଜ୍ୟକୁ ଯାତ୍ରା ନ କରିବାକୁ ଭାରତ ତା'ର ନାଗରିକମାନଙ୍କୁ କହିଛି। ଏ ନେଇ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଆଡଭାଇଜରୀ ଜାରି କରାଯାଇଛି। ନିରାପତ୍ତା ସ୍ଥିତି ବିଗିଡ଼ିବା, ଯୋଗାଯୋଗ ସେବା…

ଫେବୃଆରୀ ୪ରୁ ଭାରତୀୟ ପର୍ଯ୍ୟଟକଙ୍କ ପାଇଁ ଭିସା ମୁକ୍ତ ପ୍ରବେଶ ଘୋଷଣା କଲା ଇରାନ

ନୂଆଦିଲ୍ଲୀ: ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ଏବଂ ବିଶ୍ୱସ୍ତରୀୟ ଯୋଗାଯୋଗକୁ ବଢ଼ାଇବା ଉଦ୍ଦେଶ୍ୟରେ ଇରାନ୍ ଚଳିତ ବର୍ଷ ଫେବ୍ରୁଆରି ୪ତାରିଖରୁ ଭାରତୀୟ ନାଗରିକଙ୍କୁ ଭିସା ମୁକ୍ତ ପ୍ରବେଶ ସୁବିଧା ପ୍ରଦାନ କରିବାକୁ…

ଓଁ ଶୈଳୀରେ ନିର୍ମାଣ ହେଉଛି ଦେଶର ପ୍ରଥମ ମନ୍ଦିର, ୧୯ରେ ପ୍ରତିଷ୍ଠା ଉତ୍ସବ: କେଉଁଠି ଅଛି ଏହି ମନ୍ଦିର?

ଓଡ଼ିଶା ଭାସ୍କର: ଆଜିକାଲି ପ୍ରାୟ ସବୁଠି କିଛି ନା କିଛି ଭିନ୍ନ ଶୈଳୀରେ ମନ୍ଦିର ନିର୍ମାଣ ଚାଲିଛି। ନିକଟରେ ଅଯୋଧ୍ୟା ପ୍ରଭୁ ଶ୍ରୀରାମଙ୍କ ମନ୍ଦିରକୁ ନେଇ ଅନେକ ଚର୍ଚ୍ଚା ଦେଖିବାକୁ ମିଳିଥିଲା। ତେବେ ଅଯୋଧ୍ୟା…

IMF GDP Forecast: ବଜେଟ ପୂର୍ବରୁ ବିଦେଶରୁ ଆସିଲା ଭାରତ ପାଇଁ ଏକ ବଡ଼ ଖୁସି ଖବର, ଚୀନକୁ ଲାଗିଲା ଝଟକା

ନୂଆଦିଲ୍ଲୀ: ଆସନ୍ତାକାଲି ଅର୍ଥାତ ଫେବୃଆରୀ ମାସ ୧ ତାରିଖରେ କେନ୍ଦ୍ର ସରକାର ଅନ୍ତରୀଣ ବଜେଟ ଆଗତ କରିବେ । ତେବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ଆଗତ କରିବା ପୂର୍ବରୁ ଭାରତ ପାଇଁ ବିଦେଶରୁ ଆସିଛି ଏକ…

U-19 ବିଶ୍ୱକପ: ସୁପର-୬ରେ ପହଞ୍ଚିଲା ଟିମ୍ ଇଣ୍ଡିଆ, ଆୟର୍ଲାଣ୍ଡ ୨୦୧ ରନରେ ହାରିଲା

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାରେ ଚାଲିଥିବା ଅଣ୍ଡର-୧୯ ପୁରୁଷ ବିଶ୍ୱକପ କ୍ରିକେଟରେ ଭାରତ କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିବା ସହ ପଏଣ୍ଟସ୍ ଟେବୁଲରେ ଟପରେ ପହଞ୍ଚିଛି । ଟିମ୍ ଇଣ୍ଡିଆ ପ୍ରଥମ ମ୍ୟାଚରେ ବାଂଲାଦେଶକୁ…

୨୦୨୪ ମସିହା ପାଇଁ ପଦ୍ମ ପୁରସ୍କାର: ଜାଣନ୍ତୁ, କେଉଁମାନେ ସବୁ ଏଥିରେ ମନୋନୀତ ହୋଇଛନ୍ତି…

ନୂଆଦିଲ୍ଲୀ: ୨୦୨୪ ମସିହା ପାଇଁ ସମ୍ମାନଜନକ ପଦ୍ମ ପୁରସ୍କାର ଆଜି ଘୋଷଣା ହୋଇଛି। ଚଳିତ ବର୍ଷ ମୋଟ ୩୪ ଜଣ ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି। ତେବେ ନିଜ ନିଜର ଅନନ୍ୟ ପ୍ରତିଭା ପାଇଁ ଦେଶର ସର୍ବୋଚ୍ଚ…