ମୁଁ ଆଗାମୀ 5 ବର୍ଷ ପାଇଁ ଖେଳିବି, କିନ୍ତୁ… IPLରୁ ଅବସର ନେଇ ମହେନ୍ଦ୍ର ସିଂହ ଧୋନି କଲେ ବଡ଼ ଖୁଲାସା
ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) 2025 ରେ, ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଅଧିନାୟକତ୍ୱରେ ଚେନ୍ନାଇ ସୁପର କିଙ୍ଗ୍ସ (CSK) ବହୁତ ଖରାପ ପ୍ରଦର୍ଶନ କରିଥିଲା । ପଏଣ୍ଟ ଟେବୁଲର…