ଜେଲ୍ରେ କେଜ୍ରିୱାଲଙ୍କୁ ଦିଆଯାଉଛି ସ୍ଲୋ ଡେଥ୍, ବଡ ଅଭିଯୋଗ ଆଣିଲେ ଦିଲ୍ଲୀ ସ୍ୱାସ୍ଥ୍ୟ ମନ୍ତ୍ରୀ
ନୂଆଦିଲ୍ଲୀ: ତିହାର ଜେଲ୍ରେ ବନ୍ଦ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ନେଇ ଆମ ଆଦମୀ ପାର୍ଟି ବିଜେପି ଓ କେନ୍ଦ୍ର ସରକାରଙ୍କ ଉପରେ ବହୁ ଅଭିଯୋଗ ଆଣିଛି । ଏପରିକି କୁହାଯାଉଛି କି କେଜ୍ରିୱାଲଙ୍କୁ…