Big Breaking: ବଡଧରଣର ଭୂସ୍ଖଳନରେ ୧୩ ଜଣଙ୍କର ମୃତ୍ୟୁ ,୧୦ ଜଣ ନିଖୋଜ
ନେପାଳ:ପଶ୍ଚିମ ନେପାଳର ଆଛାମ ଜିଲ୍ଲାରୁ ଏକ ବଡ ଦୁର୍ଘଟଣା ଘଟିଛି। ଯେଉଁଠାରେ ବିଭିନ୍ନ ସ୍ଥାନରେ ଭୂସ୍ଖଳନ ହେତୁ ଅତି କମରେ ୧୩ ଜଣଙ୍କର ମୃତ୍ୟୁ ଘଟିଛି। ଏହା ବ୍ୟତୀତ ୧୦ ଜଣ ନିଖୋଜ ଅଛନ୍ତି ଏବଂ ୧୦ ଜଣଙ୍କୁ ଉଦ୍ଧାର…