ଆଧୁନିକ ରାଜନୀତିର ନୂଆ ଫଣ୍ଡା! ବାପା ଗୋଟେ ପାର୍ଟିରେ, ପୁଅ ଆଉ ଗୋଟେ ପାର୍ଟିରେ, କିନ୍ତୁ ଫାଇଦା ପାଇବ ଗୋଟିଏ ଫ୍ୟାମିଲି….
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏପ୍ରିଲ ମାସ ୧୯ ତାରିଖରୁ ଦେଶରେ ୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହେବ । ସେହିପରି ମେ ୧୩ରୁ ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ମତଦାନ ଗ୍ରହଣ କରାଯିବ । ପ୍ରତିବର୍ଷ ପରି…