MPCରେ ଘୋଷଣା: RBI ପ୍ରସ୍ତୁତ କରୁଛି ନୂଆ ମୋବାଇଲ ଆପ୍, ଏଣିକି ସରକାରୀ ବଣ୍ଡରେ ନିବେଶ କରିପାରିବେ ସାଧାରଣ ଜନତା
ନୂଆଦିଲ୍ଲୀ: ମୁଦ୍ରା ନୀତି କମିଟି (ଏମପିସି)ରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଏକ ବଡ଼ ଘୋଷଣା କରିଛି । ରିଟେଲ ଡାଇରେକ୍ଟ ସ୍କିମକୁ ଗୁରୁତ୍ୱ ଦେବା ପାଇଁ ଆରବିଆଇ ଏକ ନୂଆ ମୋବାଇଲ ଆପ୍ ପ୍ରସ୍ତୁତ କରୁଛି । ସାଧାରଣ…