Browsing Tag

Odisha Temperature

5 ଦିନ ଯାଏଁ ଅସହ୍ୟ ଗୁଳୁଗୁଳି, ବର୍ଷା କମ୍ ଘଡ଼ଘଡ଼ି ବେଶି ହେବ!

ଭୁବନେଶ୍ବର : ଦିନ ସାରା ଗୁଳୁଗୁଳିରେ ଲୋକେ ଅସ୍ତବ୍ୟସ୍ତ ହେଉଥିବା ବେଳେ ଅପରାହ୍ନ ହେଲେ ଘଡ଼ଘଡ଼ି ସହିତ ବର୍ଷା ହେଉଛି । ତେବେ ଏହି ଗୁଳୁଗୁଳି ଆସନ୍ତା 5 ଦିନ ଯାଏଁ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।…

ବଦଳିବ ପାଗ: ଆଜିଠୁ ରାଜ୍ୟରେ ବଢ଼ିବ ତାପମାତ୍ରା, ପ୍ରବଳ ଖରା ସାଙ୍ଗକୁ ହେବ ଗୁଳୁଗୁଳି

ଭୁବନେଶ୍ବର: ଗତ 3 ଦିନ ହେବ ରାଜ୍ୟରେ ବର୍ଷା ଲାଗି ରହିଥିବା ବେଳେ ଆଜିଠୁ ବଦଳିବ ପାଗର ମିଜାଜ । ବର୍ଷା ପରେ ଆଜି ସକାଳୁ ସକାଳୁ ପ୍ରଚଣ୍ଡ ଖରା ଦେଖାଯାଇଛି । ଆଜିଠୁ ଗରମ ସହିତ ଗୁଳୁଗୁଳି ବଢ଼ିବା ନେଇ ପୂର୍ବାନୁମାନ…

ତାଉ ଦେଖାଉଛି ତାତି, ଏହି ସହରରେ ରେକର୍ଡ ଭାଙ୍ଗୁଛି ତାପମାତ୍ରା

ଭୁବନେଶ୍ବର: ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିିଛି ତାପମାତ୍ରା । ଗୁରୁବାର ପୂର୍ବାହ୍ନ ସାଢ଼େ ୧୧ଟାରେ ଝାରସୁଗୁଡ଼ା ସହରର ତାପମାତ୍ରା ୩୬.୬ ଡିଗ୍ରୀ ରହିଛି । ତେବେ ଆକାଶରୁ ନିଆଁ ବର୍ଷା ହେଲା ଭଳି ମନେ ହେଉଛି ।…

ପାଣିପାଗ ବିଭାଗର ଆକଳନ: ଦୁଇ ଦିନ ବଢ଼ିବ ତାତି, ବୋହିବ ଗରମ ପବନ

ଭୁବନେଶ୍ବର: ଚଳିତ ବର୍ଷ ଫେବୃଆରୀ ମାସ ଅଧାରୁ ହିଁ ନିଦ ହଜାଇଲାଣି ଗରମ । ଏହାରି ଭିତରେ ପାଣିପାଗ ବିଭାଗର ଆକଳନ ଲୋକଙ୍କୁ ଆହୁରି ଚିନ୍ତାରେ ପକାଇ ଦେଇଛି । ଆଜି ଏବଂ ଗୁରୁବାର ଦିନ ତାପମାତ୍ରା 1ରୁ 2 ଡିଗ୍ରୀ ବୃଦ୍ଧି…

ବଦଳିବ ପାଗର ମିଜାଜ୍, ୪ ଦିନ ପରେ ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବଢିବ ତାପମାତ୍ରା

ଭୁବନେଶ୍ବର: ଆଞ୍ଚଳିକ ପାଣିପାଗ ବିଭାଗର ସୂଚନା । ଆଗକୁ ବଢ଼ିବ ତାପମାତ୍ରା । ଏନେଇ ସୂଚନା ଦେଲେ ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା । ହଟିଲା ବର୍ଷା ସତର୍କତା-  କହିରଖୁଛୁ କି, ଓଡ଼ିଶାର କିଛି ଜିଲ୍ଲାରେ…

ସରିନି ଖରାର ଉତ୍ତାପ: ମେ’ ଦ୍ୱିତୀୟ ସପ୍ତାହ ପର୍ଯ୍ୟନ୍ତ ରହିବ ତାତି, ସିଝିବ ଓଡ଼ିଶା!

ଭୁବନେଶ୍ୱର: ପ୍ରକୃତିର ତାଣ୍ଡବରେ କଲବଲ ହେଉଛି ସାରା ଓଡ଼ିଶା । ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିଥିବା ବେଳେ ଆଗାମୀ ଦିନକୁ ନେଇ ରେଡ ସିଗନାଲ ଦେଇଛି ହିଟୱେଭ । ଆଗକୁ ତାପମାତ୍ରା ଜାରି…

Big Breaking; ୨୦ ତାରିଖ ଭିତରେ ୪୫ ଡିଗ୍ରୀକୁ ପହଞ୍ଚିବ ! ୨ ଦିନ ଭିତରେ ବୃଦ୍ଧି ପାଇବ ଦିନ ତାପମାତ୍ରା

ଭୁବନେଶ୍ୱର: ରାଜ୍ୟରେ ଗ୍ରୀଷ୍ମଲହରୀକୁ ନେଇ ହନ୍ତସନ୍ତ ହେଉଛନ୍ତି ସାଧାରଣ ଲୋକେ । ପ୍ରତିଦିନ ତାପମାତ୍ରା ୪୦ ଡିଗ୍ରୀ ପାର୍ ହେଉଥିବା ବେଳେ ଅସହ୍ୟ ଗରମ ଲୋକଙ୍କୁ କଲବଲ କରୁଛି । ତେବେ ଆଗାମୀ ଦିନରେ ଏହି ତାପମାତ୍ରା…

Breaking; ୧୩ ତାରିଖରୁ ଆହୁରି ବଢିବ ତାତି: ଅସହ୍ୟ ଗରମରେ ଜଳିବ ଓଡ଼ିଶା

ଭୁବନେଶ୍ୱର: ଏପ୍ରିଲ ୧୩ ତାରିଖରୁ ସାରା ରାଜ୍ୟରେ ତାପମାତ୍ରା ଆହୁରି ବୃଦ୍ଧି ପାଇବାକୁ ଯାଉଛି । ୧୩ ତାରିଖ ପରଠାରୁ ତାତି ଆହୁରି ବଢିବ ବୋଲି ସୂଚନା ଦିଆଯାଇଛି । ଏହାସହିତ ଉତ୍ତର-ପଶ୍ଚିମ ଦିଗରୁ ଶୁଷ୍କ ବାୟୁ ପ୍ରଭାବ…