କୋଟି କୋଟି Jio ୟୁଜର୍ସଙ୍କ ପାଇଁ ଖୁସିଖବର, ୮୪ ଦିନିଆ ରିଚାର୍ଜ ପ୍ଲାନରେ ମିଳିବ ସବୁ ଫ୍ରି
ନୂଆଦିଲ୍ଲୀ: ଦେଖିବାକୁ ଗଲେ ସବୁ ନେଟଓ୍ୱାର୍କ ଅପେକ୍ଷା Jio ନେଟଓ୍ୱାର୍କର ଅଧିକ ଉପଭୋକ୍ତା ଅଛନ୍ତି। ଯାହା ୪୬ କୋଟିରୁ ଅଧିକ ହେବ। ପ୍ରାୟ ସବୁବେଳେ ଜିଓ ତାର ୟୁଜର୍ସଙ୍କ ପାଇଁ ବିଭିନ୍ନ ପ୍ରକାର ସୁବିଧା ଆଣିଥାଏ।…