ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କ ଫେକ୍ ପର୍ଣ୍ଣ ଭିଡିଓ ଭାଇରାଲ!
ମୁମ୍ବାଇ: 'Deepfake' ଭିଡିଓକୁ ନେଇ ସବୁଠି ଖୁବ୍ ଚର୍ଚ୍ଚା ଧରିଛି। ଆଉ ଏହି ଡିପଫେକ୍ ଭିଡିଓକୁ ନେଇ ବର୍ତ୍ତମାନ ସାରା ବିଶ୍ୱ ଚିନ୍ତା ପ୍ରକଟ କଲାଣି। ବଲିଉଡ଼ ଏବଂ କ୍ରୀଡ଼ା ସେଲିବ୍ରିଟିମାନେ ଏହାର ଶିକାର ହେଉଥିବାବେଳେ…