ICMR ସତର୍କ କରାଇଲା: ତେଲକୁ ବାରମ୍ବାର ଗରମ କଲେ ସେଥିରୁ କିଛି ବିଷାକ୍ତ ଯୋଗିକ ନିର୍ଗତ ହୁଏ, ତାହା କର୍କଟ ଓ ହୃଦରୋଗ ଆଶଙ୍କା ବଢ଼ାଇଥାଏ
ନୂଆଦିଲ୍ଲୀ: ସାଧାରଣ ଭାବେ ଆମେ ଘରେ, ଦୋକାନରେ ରୋଷେଇ କରିବା ପରେ କିଛି ତେଲ ବଳି ପଡ଼ିଥାଏ । ତେବେ ଉକ୍ତ ବଳକା ତେଲକୁ ଅନେକ ଲୋକ ସାଇତି ରଖିଥାନ୍ତି ଓ ପରବର୍ତ୍ତୀ ସମୟରେ ତାହାକୁ ପୁଣି ଥରେ ବ୍ୟବହାର କରିଥାନ୍ତି ।…