ଡୋନାଲ୍ଡ ଟ୍ରମ୍ପ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଜିତିବା ପରେ ଭାରତକୁ ଫାଇଦା ମିଳିବ ନା କ୍ଷତି?
ନୂଆଦିଲ୍ଲୀ: ବିଶ୍ୱର ଅନ୍ୟତମ ଶକ୍ତିଶାଳୀ ରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ନିର୍ବାଚନର ଫଳାଫଳର ଚିତ୍ର ସାମ୍ନାକୁ ଆସିଛି । ଅଫିସିଆଲ ଭାବେ ନିର୍ବାଚନର ବିଜେତାଙ୍କ ନାମ ଘୋଷଣା ହୋଇନଥିଲେ ହେଁ ରିପବ୍ଲିକାନ ପ୍ରାର୍ଥୀ…