Browsing Tag

rescue operation

ମିଆଁମାର ଭୂକମ୍ପ ଘଟଣା, ଏବେବି ମାଟିତଳୁ ବାହାରୁଛି ଶବ, ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ଭାରତୀୟ ଯବାନ

ମିଆଁମାର: ସେଦିନର ହୃଦୟ ବିଦାରକ ଦୃଶ୍ୟ। ଏବେବି ଆଖି ଆଗରେ ନାଚି ଉଠୁଛି। କିପରି ତାସ ଘର ଭଳି ବଡ଼ ବଡ଼ କୋଠା ଆଖି ପିଛୁଳାକେ ଭାଙ୍ଗି ମାଟିରେ ମିଶିଗଲା। ଆଉ ସେହି ଭଙ୍ଗା କୋଠା ତଳେ ଚାପି ହୋଇ ଚାଲିଗଲା ହଜାର ହଜାର…

ବଡ଼ ଧରଣର ବିମାନ ଦୁର୍ଘଟଣା; ଲ୍ୟାଣ୍ଡିଂ ପରେ ହଠାତ ହେଲା ବିସ୍ଫୋରଣ, ମୃତ୍ୟୁ ସଂଖ୍ୟା ୪୭କୁ ବୃଦ୍ଧି, ଉଦ୍ଧାର କାର୍ଯ୍ୟ ଜାରି

ସିଓଲ: ଦକ୍ଷିଣ କୋରିଆରେ ବଡ଼ ଧରଣର ବିମାନ ଦୁର୍ଘଟଣା । ସ୍ଥାନୀୟ ମୁଆନ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ବିମାନରେ ମୋଟ୍ ୧୭୫ ଯାତ୍ରୀଙ୍କ ସହ ୬ କ୍ରୁ ସଦସ୍ୟ ଥିଲେ ।…

ଯାତ୍ରୀବାହୀ ବୋଟକୁ ଧକ୍କା ଦେଲା ନୌସେନାର ସ୍ପିଡ୍ ବୋଟ୍‌, ୧୩ ମୃତ, ୧୦୧ ଉଦ୍ଧାର

ମୁମ୍ବାଇ: ବୁଧବାର ମୁମ୍ବାଇ ଉପକୂଳରେ ଏକ ଯାତ୍ରୀବାହୀ ବୋଟ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଇଞ୍ଜିନ୍ ପରୀକ୍ଷଣ କରୁଥିବା ସମୟରେ ଭାରତୀୟ ନୌସେନାର ଏକ ସ୍ପିଡ୍ ବୋଟ୍ ‘ନୀଲକମଲ’ ନାମକ ଏକ ଯାତ୍ରୀବାହୀ ବୋଟକୁ ଧକ୍କା…

ୱାୟନାଡ ଭୂସ୍ଖଳନ: ପଞ୍ଚମ ଦିନରେ ରେସକ୍ୟୁ ଅପରେସନ, ମୃତ୍ୟୁସଂଖ୍ୟା ୩୪୦ ଛୁଇଁଲା, ୨୦୦ ନିଖୋଜ

ନୂଆଦିଲ୍ଲୀ: କେରଳର ୱାୟନାଡରେ ଭୀଷଣ ବର୍ଷା କାରଣରୁ ଦେଖାଦେଇଥିବା ଭୟଙ୍କର ଭୂସ୍ଖଳନ ଆଜି ଅନେକ ପରିବାରକୁ ସର୍ବସ୍ୱାନ୍ତ କରିଦେଇଛି । ଏହି ଭୂସ୍ଖଳନରେ ଜଣେ ଓଡ଼ିଆ ଡାକ୍ତରଙ୍କ ମୃତ୍ୟୁ ଘଟିଥିବା ଆଉ ଜଣେ ଏବେ ବି ନିଖୋଜ…

ଖୁବ୍ ଶୀଘ୍ର ଉଦ୍ଧାର ହେବେ କେରଳରେ ଫସିଥିବା ଦୁଇ ଓଡ଼ିଆ ପରିବାର, କେରଳ ଅଧିକାରୀଙ୍କ ସହ କଥା ହେଲେ ଓଡ଼ିଶା ସରକାର

ଭୁବନେଶ୍ୱର: ନିକଟରେ କେରଳର ୱାୟନାଡରେ ପ୍ରବଳ ବର୍ଷା ଯୋଗୁଁ ଭୂସ୍କଳନ ହୋଇଥିଲା । ଫଳରେ ଅନେକ ନଦୀ ଜଳମଗ୍ନ ହେବାରୁ ଅନେକ ଗାଁ ନିଶ୍ଚିହ୍ନ ହୋଇଯାଇଛି । ଅନେକ ଧନ ଜୀବନ ହାନୀ ହୋଇଥିବା ବେଳେ ଏବେବି ଭଗ୍ନାବଶେଷ ତଳେ…

ୱାୟନାଡ ଭୂସ୍ଖଳନ: ଦୁଇ ଦିନ ଶୋକ ଘୋଷଣା କଲେ କେରଳ ସରକାର, ମୃତ୍ୟୁ ସଂଖ୍ୟା ୧୪୬କୁ ବୃଦ୍ଧି

ୱାୟନାଡ: କେରଲର ୱାୟନାଡ ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ହୋଇଥିବା ଭୂସ୍ଖଳନରେ ଅନେକ ଧନ ଜୀବନ ହାନୀ ହୋଇଛି । ବର୍ତ୍ତମାନ ସୁଦ୍ଧା ୱାୟନାଡ ଭୂସ୍ଖଳନରେ ପ୍ରାୟ ୧୪୬ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ତେବେ ଗୋଟିଏ…

(Video):ଦିଲ୍ଲୀ କୋଚିଂ ସେଣ୍ଟରରେ ବଡ଼ ଅଘଟଣ; ପ୍ରବଳ ବର୍ଷା ଯୋଗୁଁ ବେସମେଣ୍ଟରେ ଭର୍ତ୍ତି ହେଲା ପାଣି, ୩ ଛାତ୍ର ମୃତ

ନୂଆଦିଲ୍ଲୀ: ଶିନିବାର ବିଳମ୍ବିତ ରାତିରେ ଦିଲ୍ଳୀର ଓଲ୍ଡ ରାଜେନ୍ଦ୍ର ନଗର ସ୍ଥିତ ଏକ କୋଚିଂ ସେଣ୍ଟର ବେସମେଣ୍ଟରେ ପାଣି ଭର୍ତ୍ତି ହେବା ଯୋଗୁଁ ୩ ଜଣ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି । ଖବର ପାଇ…

(Video): ଲଦାଖର Mount Kunରୁ ଉଦ୍ଧାର ହେଲା ୩ ସୈନିକଙ୍କ ଶବ; ୯ମାସ ପରେ ଭାରତୀୟ ସେନାଙ୍କ ସର୍ଚ୍ଚ ଅପରେସନ୍ ସଫଳ

ନୂଆଦିଲ୍ଲୀ: ଗତ ବର୍ଷ ଅକ୍ଟୋବର ମାସରେ ଲଦାଖ ସ୍ଥିତ ମାଉଣ୍ଟ କୁନ୍‌(Mount Kun) ହିମସ୍ଖଳନ(Avalanche)ରେ ୩୮ ଜଣ ଭାରତୀୟ ସୈନିକ ଫସି ଯାଇଥିଲେ । ଏହି ଘଟଣା ପରେ ଭାରତୀୟ ସେନା ଦ୍ୱାରା ସର୍ଚ୍ଚ ଅପରେସନରେ ଜଣେ…

ଗଙ୍ଗା ଦଶହରା ଦିନ ବଡ଼ ଅଘଟଣ; ମଝି ନଈରେ ଡଙ୍ଗା ବୁଡ଼ିବାରୁ ୬ ଜଣ ନିଖୋଜ, ରେସ୍କ୍ୟୁ ଅପରେସନ ଜାରି

ପାଟନା: ବିହାର ପାଟନା ଜିଲ୍ଲାରେ ଗଙ୍ଗା ଦଶହରା ଅବସରରେ ବଡ଼ ଅଘଟଣ ଘଟିଛି । ଉମାନାଥ ଘାଟରେ ବୁଡ଼ ପକାଇବାକୁ ଯାଇ ୬ ଜଣ ଶ୍ରଦ୍ଧାଳୁ ନିଖୋଜ ଥିବା ଘଟଣା ସାମ୍ନାକୁ ଆସିଛି । ଏନଡିଆରଏଫ୍ ଟିମ୍ ଓ ସ୍ଥାନୀୟ ପୋଲିସ ପ୍ରଶାସନ…

ଝେଲମ ନଦୀରେ ବୁଡ଼ିଲା ଡଙ୍ଗା; ୪ ମୃତ୍ୟୁ ୩ ଗୁରୁତର, ଜାରି ରହିଛି ଉଦ୍ଧାର କାର୍ଯ୍ୟ

ଶ୍ରୀନଗର: ଶ୍ରୀନଗରରେ ବଡ଼ ଅଘଟଣ । ଝେଲମ ନଦୀରେ ଡଙ୍ଗା ବୁଡ଼ିବା ଘଟଣା ସାମ୍ନାକୁ ଆସିଛି । ଏହି ଅଭାବନୀୟ ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଥିବା ଜଣାପଡ଼ିଛି । ୧୦ ଜଣ ସ୍କୁଲ ଛାତ୍ରଙ୍କ ସମେତ ଅନେକ…