Breaking News Big Breaking: ଦୁଇ ବାଇକ ମୁହାଁମୁହିଁ ଧକ୍କାରେ ଚାଲିଗଲା ୨ ଜଣଙ୍କ ଜୀବନ Chinmayee Beura Apr 1, 2024 ଅନୁଗୁଳ: ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବା ଖବର ସାମ୍ନାକୁ ଆସିଛି । ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ଘଟିଛି । ବନ୍ତଳ ଥାନା କରତପଟା ନିକଟରେ ଏପରି ସାମ୍ନାସାମ୍ନି ଧକ୍କା ହୋଇଥିବା ଜଣାପଡିଛି ।…