fbpx
Browsing Tag

@ShivSena @udhavsena

ଉଦ୍ଧବଙ୍କ ‘ମଶାଲ’ର ମୁକାବିଲା କରିବ ସିନ୍ଦେଙ୍କ ଢାଲ-ତଲଓ୍ଵାର ? ଇସିଙ୍କୁ ପଠାଗଲା ତିନି ଚିହ୍ନ

ମୁମ୍ବାଇ: ଉଦ୍ଧବ ଠାକରେଙ୍କ ଗୋଷ୍ଠୀ ଏବଂ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ କାରଣରୁ ନିର୍ବାଚନ ଆୟୋଗ ଶିବସେନାର ଚିହ୍ନ ଧନୁ ଏବଂ ତୀରକୁ ଅଚଳ କରି ଦେଇଛନ୍ତି। ଆଗାମୀ ନିର୍ବାଚନ ପାଇଁ…

ଦଶହରା ରାଲି ରେ ବର୍ଷିଲେ ଠାକରେ ; ଏକନାଥ ସିନ୍ଦେଙ୍କୁ କଟାପ୍ପା ବୋଲି କହିଲେ ଆଉ…

ମୁମ୍ବାଇ :ଦଶହରା ଅବସରରେ ଶିବାଜୀ ପାର୍କରେ ଉଦ୍ଧବ ଠାକରେଙ୍କ ମେଗା ରାଲି ଆରମ୍ଭ ହୋଇଛି। ଆଶା ଅନୁଯାୟୀ, ଉଦ୍ଧବ ଠାକରେ ଏକନାଥ ସିନ୍ଦେଙ୍କ ଉପରେ ଘୋର ଆକ୍ରମଣ କରିଛନ୍ତି। ଜନସାଧାରଣ କଟାପ୍ପାଙ୍କୁ କେବେ ଭି କ୍ଷମା…

ଉଦ୍ଧବ ଗୋଷ୍ଠୀ ସିନ୍ଦେ ଗୋଷ୍ଠୀ ମୁହାଁ ମୁହିଁ ; ଅନୁମତି ନ ମିଳିଲେ …..ଚ୍ୟାଲେଞ୍ଜ ଦେଲା ଉଦ୍ଧବ ସେନା

ମୁମ୍ବାଇ: ଶିବାଜୀ ପାର୍କରେ ଦଶହରା ରାଲି ଉପରେ ଉଦ୍ଧବ ଠାକରେ ଏବଂ ଏକନାଥ ସିନ୍ଦେ ଗୋଷ୍ଠୀ ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ଦେଖାଦେଇଛି । ମଙ୍ଗଳବାର ଏହି ରାଲି ସମ୍ପର୍କରେ ଉଦ୍ଧବ ଠାକ୍ ରେ ଦଳ ଏକ ବଡ଼ ଘୋଷଣା କରିଛି…