ଆମ୍ବ ଖାଇବା ପରେ ଭୁଲରେ ବି ସେବନ କରନ୍ତୁ ନାହିଁ ଏହି ଜିନିଷ, ନଚେତ୍ ସ୍ୱାସ୍ଥ୍ୟ ପାଇଁ ସାଜିପାରେ ବିପଦ
ଓଡ଼ିଶା ଭାସ୍କର: ଆମ୍ବକୁ ଫଳର ରାଜା ଭାବେ ବିବେଚିତ କରାଯାଇଛି । ଅଧିକାଂଶ ଲୋକ ଆମ୍ବ ଖାଇବା ପାଇଁ ପସନ୍ଦ କରିଥାନ୍ତି । ଆମ୍ବରେ ଫାଇବର, ଲୌହ, ସୋଡିୟମ୍, କ୍ୟାଲମସିୟମ୍, ପୋଟାସିୟମ, ଭିଟାମିନ୍ ‘ଏ’, ‘ସି’ ଭଳି ଅନେକ…