ନୂଆ Jersey, ନୂଆ Mascott… ନୂଆ ରୂପରେ କମବ୍ୟାକ କରୁଛି ବେଦାନ୍ତ ଲାନସର୍ସ
ଭୁବନେଶ୍ୱର: ଡିସେମ୍ବର ୨୮ରୁ ଆରମ୍ଭ ହେଉଥିବା ହକି ଇଣ୍ଡିଆ ଲିଗ୍କୁ ନଜରରେ ରଖି ଓଡ଼ିଶା ଭିତ୍ତିକ ଫ୍ରାଞ୍ଚାଇଜି ବେଦାନ୍ତ କଳିଙ୍ଗ ଲାନସର୍ସ ପକ୍ଷରୁ ଏହାର ଜର୍ସି, ଆନ୍ଥେମ ଏବଂ ମାସ୍କଟ୍କୁ ଏକ ଗ୍ରାଣ୍ଡ୍ ଇଭେଣ୍ଟରେ…