Breaking News ତାଇୱାନ ଭୂକମ୍ପରେ ୨ ଜଣ ଭାରତୀୟ ନିଖୋଜ: ଏକ ହଜାରରୁ ଅଧିକ ଆହତ Manas Pradhan Apr 4, 2024 ନୂଆଦିଲ୍ଲୀ: ତାଇୱାନରେ ଦେଖାଦେଇଥିବା ଶକ୍ତିଶାଳୀ ଭୂକମ୍ପରେ ଏକ ହଜାରରୁ ଅଧିକ ଲୋକ ଆହତ ହେବା ସହିତ ୭୦ ଜଣ ଲୋକ ବିଲଡିଂ ଭିତରେ ଫଶି ରହିଛନ୍ତି । ୨୫ ବର୍ଷରେ ଆସିଥିବା ସବୁଠାରୁ ଭୟଙ୍କର ଭୂକମ୍ପରେ ୯ ଜଣ ଲୋକଙ୍କର…