fbpx
BSKY
BJD SHG SKY
BJD MC SKY

୩ରେ ଖୋଲିବ ତାରାତାରିଣୀ ମନ୍ଦିର

ଗଞ୍ଜାମ,୨୮ ।୧୨(ଓଡିଶା ଭାସ୍କର): ଜାନୁଆରୀ ୩ରେ ଖୋଲିବାକୁ ଯାଉଛି ଗଞ୍ଜାମର ତାରାତାରିଣୀ ମନ୍ଦିର । କରୋନା କଟକଣାରେ ରହି ମା’ଙ୍କ ଦର୍ଶନ କରିପାରିବେ ଭକ୍ତ । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଏସଓପି ଜାରି ହେବ । ଜିଲ୍ଲାର ଅନ୍ୟ ଧର୍ମାନୁଷ୍ଠାନ ଖୋଲିବା ନେଇ କାଲିର ବୈଠକରେ ନିଷ୍ପତ୍ତି ନିଆଯିବ ।

ଅନ୍ୟପଟେ ଜିରୋ ନାଇଟ୍ ସେଲିବ୍ରେସନ୍ ଉପରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା ଲଗାଯାଇଛି । ଆସନ୍ତା ୩୧ ଓ ଜାରୁଆରୀ୧ରେ ଗୋପାଳପୁର ବେଳାଭୂମି ବନ୍ଦ ରହିବ । ଏନେଇ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.