fbpx

Big Breaking; ୫୦ ଡିଗ୍ରୀ ଛୁଇଁଲା ତାପମାତ୍ରା: ମେ’ ମାସରେ ରେକର୍ଡ ସୃଷ୍ଟି କଲା ହିଟୱେଭ

AAKASH

ନୂଆଦିଲ୍ଲୀ: ଚଳିତବର୍ଷ ଦେଶର ତାପମାତ୍ରା ବିଶ୍ୱ ରେକର୍ଡ ସୃଷ୍ଟି କରିଛି । ଦେଶରେ ୫୦ ଡିଗ୍ରୀ ଅତିକ୍ରମ କରିଛି ଦେଶର ତାପମାତ୍ରା । ଦେଶରେ ଚଳିତ ମେ’ ମାସରେ ତାତି ୫୦ ଡିଗ୍ରୀ ଛୁଇଁଛି । ରାଜସ୍ଥାନର ଫଲୋଦିରେ ତାପମାତ୍ରା ୫୦ ଡିଗ୍ରୀ ଅତିକ୍ରମ କରିଛି । ବାରମେରରେ ତାପମାତ୍ରା ୪୮.୮ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଜେସଲମେରରେ ୪୮ ଡିଗ୍ରୀ ତାପମାତ୍ରା ରହିଛି । ସେହିପରି ବିକାନେରରେ ୪୭.୨ ଏବଂ ଚୁରୁ ଅଞ୍ଚଳର ତାପମାତ୍ରା ୪୭ ଡିଗ୍ରୀ ରେକର୍ଡ କରାଯାଇଛି । ଚଳିତବର୍ଷର ଏହି ତାପମାତ୍ରା ବର୍ଷର ସର୍ବାଧିକ ତାପମାତ୍ରା ଭାବରେ ରେକର୍ଡ ହୋଇଛି ।

Get real time updates directly on you device, subscribe now.