fbpx
BJD SKY
BJD SKY

ରାଜ୍ୟରେ ତାତିରୁ ମିଳିଲା ସାମାନ୍ୟ ଆଶ୍ୱସ୍ତି

BJD

ଭୁବନେଶ୍ୱର,୧ ।୫(ଓଡିଶା ଭାସ୍କର): ରାଜ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହ ଜାରି ରହିଥିବା ବେଳେ ଆଜି ମିଳିଛି ସାମାନ୍ୟ ଆଶ୍ୱସ୍ତି । ଆଜି ରାଜ୍ୟରେ ୫ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ୪୧.୩ ଡିଗ୍ରୀ ସହ ସୋନପୁର ହୋଇଛି ସବୁଠାରୁ ଉତ୍ତପ୍ତ ସହର ।

ସେହିପରି ବଲାଙ୍ଗିରରେ ୪୧.୨, ବୌଦ୍ଧରେ ୪୧, ଅନୁଗୁଳରେ ୪୦.୩, ଟିଟିଲାଗଡରେ ୪୦ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଭୁବନେଶ୍ୱରରେ ତାପମାତ୍ରା ୩୯ ରହିଥିବା ବେଳେ କଟକରେ ୩୮.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

Get real time updates directly on you device, subscribe now.