fbpx

ବଦଳିଲା ଦଶମ ଶ୍ରେଣୀ ବହି

ଭୁବନେଶ୍ୱର,୧୪ ।୪(ଓଡିଶା ଭାସ୍କର): ଆଜିଠାରୁ ଦଶମ ଶ୍ରେଣୀର ପାଠ୍ୟ ପୁସ୍ତକ ବଦଳିଯାଇଛି । ମୋଟ ୧୪ଟି ବିଷୟରୁ ୮ଟି ବିଷୟ ବଦଳିଥିବା ଜଣାପଡିଛି । ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ସମ୍ପାଦକ ଶ୍ରୀକାନ୍ତ ତରାଇ ସୂଚନା ଦେଇଛନ୍ତି । ତେବେ ରାଜ୍ୟରେ ଲକ୍-ଡାଉନ୍ ଚାଲୁଥିବାରୁ ବହି ବିକ୍ରୟ ହୋଇପାରୁନାହିଁ । ଲକ୍-ଡାଉନ୍ ହଟିବା ପରେ ବହି ବିକ୍ରୟ ଆରମ୍ଭ ହେବ ବୋଲି ଜଣାପଡିଛି ।

Get real time updates directly on you device, subscribe now.