fbpx
BJD SKY
BJD SKY

ଆଜି କିପରି କଟିବ ଆପଣଙ୍କ ଦିନ (ବୁଧବାର, ଏପ୍ରିଲ ୧୫/୨୦୨୦)

BJD

ମେଷ – ନିଜର ଲୋକମାନଙ୍କ ଗହଣରେ ସମୟ ଆନନ୍ଦରେ କଟିବ । ଧାର୍ମୀକ ପରିବେଷ ମନକୁ ଶାନ୍ତି ପ୍ରଦାନ କରିବ । ପାରିବାରିକ ପରିବେଷରେ ଶୂଭ ଫଳ ମିଳିବ, କୌଣସି ଆର୍ଥୀକ ଲାଭ ପ୍ରାପ୍ତି ହେବ । ମହିଳ ଓ ଛାତ୍ରମାନେ କର୍ମ ନିପୂଣ ହେବେ ।
ବୃଷ – ସମସ୍ୟା ସୁଧାରିବାର କ୍ଷମତା ବୃଦ୍ଧି ହେବ ଓ କର୍ମକ୍ଷେତ୍ରରେ ଦକ୍ଷତା ପ୍ରତିପାଦନ କରିବେ, ସାଂସାରିକ ଜୀବନ ସୁଖରେ କଟିବ କଳା, ବିଜ୍ଞାନ ଓ ବାଣିଜ୍ୟରେ ସଫଳତା ମିଳିବ ।
ମିଥୁନ – କର୍ମକ୍ଷେତ୍ରରେ ଶତ୍ରୁମାନେ ପ୍ରଭାବିତ କରିପାରନ୍ତି । ମନରେ ଦୈନ୍ୟ ଭାବ ଷୃଷ୍ଟି ହେବ, ଧନପ୍ରାପ୍ତିର ଆଶା ତଥା ଉଦ୍ୟମ ବିଫଳ ହେବ, କର୍ମକ୍ଷେତ୍ରରେ ଅଶାନ୍ତି, ଭାତୃବିବାଦ ଆଦି ରହିବ । ମହିଳାମାନେ ଅଶାନ୍ତି ମଧ୍ୟରେ ରହିବେ ।
କର୍କଟ- ସମସ୍ତ ଦିଗରୁ ଲୋକପ୍ରିୟତା ମିଳିବ, ପ୍ରେମ ସମ୍ଭନ୍ଧିୟ ଓ ସାସାଂରିକ ଜିବନରେ ଆନନ୍ଦ ପରିବେଷ ଦିନଭରି ଲାଗିରହିବ ଓ କୌଣସି ନୁତନ ଦ୍ରବ୍ୟ କିଣିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ, କର୍ମକ୍ଷେତ୍ରରେ ସମସ୍ତ କ୍ଷେତ୍ରରୁ ସହଯୋଗ ମନକୁ ଆନନ୍ଦ ଦେବ ।
ସିହଂ – ସମସ୍ତ ଦିଗରୁ ସୁଖବର ମିଳିବ, ଆର୍ଥିକ କ୍ଷେତ୍ରରେ ଉର୍ଣ୍ଣତି ଘଟିବ, ସାଂସାରିକ ଜୀବନ ସୁଖରେ କଟିବ, ରାଜନୈତିକ କ୍ଷେତ୍ରରେ ଲୋକ ସମ୍ପର୍କ ବଢିବ, ମହିଳା ଓ ଛାତ୍ରଛାତ୍ରୀମାନେ ସୁଖରେ ଦିନଟି ଅତିବାହିତ କରିବେ ।
କନ୍ୟା – ଦିନଟି ବ୍ୟବସାୟିକ ଦିଗରୁ ଉର୍ଣ୍ଣତି ହେବ । ମନର ଆଶା ପୁରଣ ହେବ, ନୁତନ ଦ୍ରବ୍ୟ ଶତ୍ କାର୍ଯ୍ୟରେ ଦାନ କରିବେ, ସାହିପଡିସାରେ ନିଜର ପତିଆରା ରହିବ, ଆର୍ଥିକ ଉର୍ଣ୍ଣତିର ସମ୍ଭାବନା ରହିବ ।
ତୁଳା – କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତି ଅନୁଭବ କରିବେ, ବ୍ୟୟାଧିକ ପରିବେଷ ମନୋବଳକୁ ଦୁର୍ବଳ କରିଦେବ, ଗୃହପାଇଁ ନୁତନ ଦ୍ରବ୍ୟ କ୍ରୟ କରିପାରନ୍ତି, ରାଜନୈତିକ କ୍ଷେତ୍ରରେ ଜନ ସମ୍ପର୍କ ବଢିବ । ମହିଳା ମାନେ ସମସ୍ତ ଦିଗରୁ ସୁଖବର ପାଇବେ ।
ବିଛା- ବିଭିନ୍ନ କ୍ଷେତ୍ରରୁ ସୁଖବର ମିଳିବ, ଆର୍ଥିକ ଦିଗ ସ୍ୱଚ୍ଛଳ ହେବ, ଧର୍ମକାର୍ଯ୍ୟ ଓ ସାମାଜ ସେବାରେ ମନବଳାଇବେ, ବୁଦ୍ଧି ବଳରେ ଶତୃମାନଙ୍କୁ ଦମନ କରିବେ । ରାଜନୈତିକ କ୍ଷେତ୍ରରେ ଲୋକ ସମ୍ପର୍କ ବଢିବ ।
ଧନୁ – କର୍ମକ୍ଷେତ୍ରରେ ଶତ୍ରୁମାନେ ପ୍ରଭାବିତ କରିପାରନ୍ତି । ମନରେ ଦୈନ୍ୟ ଭାବ ଷୃଷ୍ଟି ହେବ, ଧନପ୍ରାପ୍ତିର ଆଶା ତଥା ଉଦ୍ୟମ ବିଫଳ ହେବ, କର୍ମକ୍ଷେତ୍ରରେ ଅଶାନ୍ତି, ଭାତୃବିବାଦ ଆଦି ରହିବ ।

ମକର- କର୍ମକ୍ଷେତ୍ରରେ ବହୁଦିନରୁ ଅଟକ ରହିଥିବା କାର୍ଯ୍ୟ ସମ୍ପର୍ଣ୍ଣ ହେବ, ସମସ୍ତ କ୍ଷେତ୍ରରେ ଧନ ସମ୍ମାନ ମିଳିବ ଓ ସାଂସାରିକ କ୍ଷେତ୍ରରେ ସୁଖ ଓ ସନ୍ତୋଷ ପ୍ରାପ୍ତି ହେବ । ମହିଳାମାନେ ଖୁସିରେ ଦିନଟିକୁ ଅତିବାହିତ କରିବେ ।

କୁମ୍ଭ- ଆଜି କୌଣସି ସାମାଜିକ ଅନୁଷ୍ଠାନରେ ସମୟ ଅତିବାହିତ କରିବା ସଙ୍ଗେ ସଙ୍ଗେ ଦୂର ସମ୍ପର୍କୀୟଙ୍କ ସହଯୋଗ ପାଇ ଅତ୍ୟନ୍ତ ଆନନ୍ଦ ପରିବେଷ ମଧ୍ୟରେ କାଳାତିପାତ କରିବେ । ନୁତନ ଯୋଜନାରେ ସଫଳତା ମିଳିବ ।
ମିନ – ଶୁଭ ଚନ୍ଦ୍ରଙ୍କ ପ୍ରଭାବ ହେତୁ ପରିବାର ସଦସ୍ୟଙ୍କର ସାହାର୍ଯ୍ୟ ସହଯୋଗ ରହିବ, ଶରିର ସୁସ୍ଥ ର୍‌ିବ, କର୍ମକ୍ଷେତ୍ରରେ ଉଚ୍ଚ ପଦସ୍ଥ ଅଧୀକାରିଙ୍କର ସୁଭାଜନ ହେବେ, ଆର୍ଥିକ ଦିଗଟି ସ୍ୱଚ୍ଛଳ ହେବ ।

Get real time updates directly on you device, subscribe now.