fbpx
BJD
BJD SKY
BJD SKY

ବାଲେଷ୍ଟିକ କ୍ଷେପଣାସ୍ତ୍ର K-15ର ପରୀକ୍ଷଣ

ଭୁବନେଶ୍ୱର,୩ ।୧୦(ଓଡିଶା ଭାସ୍କର): ବାଲେଶ୍ବରରେ ବାଲେଷ୍ଟିକ କ୍ଷେପଣାସ୍ତ୍ର K-15ର ପରୀକ୍ଷଣ ହୋଇଛି । ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ହୋଇଛି ଏହି ବାଲେଷ୍ଟିକ କ୍ଷେପଣାସ୍ତ୍ର K-15 । ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର ଅବଦୁଲ କଲାମ ଦ୍ବୀପରୁ ଏହାକୁ ଉତ‌କ୍ଷେପଣ କରାଯାଇଛି । ୪ନଂ ଲଞ୍ଚପ୍ୟାଡରୁ ୧୨ଟା ୧୦ରେ ଏହାକୁ ଉତକ୍ଷେପଣ କରାଯାଇଛି ।

Get real time updates directly on you device, subscribe now.