fbpx

କରୋନା ଆକ୍ରାନ୍ତଙ୍କ ପାଇଁ ସ୍ୱାସ୍ଥ୍ୟ ବିଭାଗର SOP, ଜାଣନ୍ତୁ କ’ଣ?

ଭୁବନେଶ୍ୱର୩ ।୧୦(ଓଡିଶା ଭାସ୍କର): ସାରା ରାଜ୍ୟରେ କରୋନା ମହାମାରୀ ବଢି ବଢି ଚାଲିଛି । ଏହାରି ମଧ୍ୟରେ ପ୍ରଶ୍ନ ଉଠୁଛି ଯେ କରୋନା ରୋଗୀ ଫାଭିପିରାଭିର କେମିତି ବ୍ୟବହାର କରିବେ? ଫାଭିପିରାଭିର ଟାବଲେଟ ବ୍ୟବହାର ନେଇ ଏସଓପି ଜାରି କରିଛି ସ୍ୱାସ୍ଥ୍ୟ ବିଭାଗ । ରାପିଡ ରେସପନ୍ସ ଟିମ୍-ଆରଆରଟିକୁ ପ୍ରଶିକ୍ଷଣ ଦିଆଯିବ । ହୋମ୍ ଆଇସୋଲେସନରେ ଥିବା ଆକ୍ରାନ୍ତଙ୍କୁ ଫାଭିପିରାଭିର ମିଳିବ । ଏନେଇ ସବୁ ଜିଲ୍ଲାପାଳ ଓ ସିଡିଏମଓଙ୍କୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଚିଠି ଲେଖାଯାଇଛି ।

Get real time updates directly on you device, subscribe now.