fbpx

ଥାଇଲ୍ୟାଣ୍ଡରେ ଗୁଳିମାଡ, ୧୭ ମୃତ

କୋରାଟ,୮ ।୨: ଥାଇଲ୍ୟାଣ୍ଡର କୋରାଟରେ ଆଖିବୁଜା ଗୁଳିମାଡ ହୋଇଛି । ଏହି ଗୁଳିମାଡରେ ୧୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି । ଥାଇଲ୍ୟାଣ୍ଡର ଜଣେ ସୈନିକ ଏହି ଗୁଳିମାଡ କରିଥିବା ସୂଚନା ମିଳିଛି । ତେବେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

 

Get real time updates directly on you device, subscribe now.