fbpx

ଥାନା ହାଜତ ମୃତ୍ୟୁ ଘଟଣାରେ ରିପୋର୍ଟ ଦେଲେ ରାଜ୍ୟ ନିର୍ବାଚନ କମିଶନ

ପାରାଦୀପ: ଥାନା ହାଜତ ମୃତ୍ୟୁ ଅଭିଯୋଗ ଘଟଣାରେ ଓଏଚଆରସିଙ୍କ ରିପୋର୍ଟ ତଲବ କରାଯାଇଛି । ଏଭଳି ଘଟଣା ଘଟିଛି ପାରାଦୀପ ଅଭୟଚାନ୍ଦପୁର ଥାନାରେ । ଏ ନେଇ ନିଜ ତରଫରୁ ମାମଲା ରୁଜୁ କରିଛନ୍ତି ରାଜ୍ୟ ନିର୍ବାଚନ କମିଶନ । ଆସନ୍ତା ୨ ସପ୍ତାହ ମଧ୍ୟରେ ଘଟଣାର ତଦନ୍ତ ପ୍ରକ୍ରିୟା ଶେଷ କରି ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ମୃତକଙ୍କ ରିପୋର୍ଟ ସହ ତଦନ୍ତ ରିପୋର୍ଟ ଦେବାକୁ ଏସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନ । ମେ ୨୦ ତାରିଖ ସୁଦ୍ଧା ରିପୋର୍ଟ ଦାଖଲ କରିବା ପାଇଁ ଓଏଚଆରସି ନିର୍ଦ୍ଦେଶ ଦେଇଛନ୍ତି ।

Get real time updates directly on you device, subscribe now.