fbpx

(Video) ଭସାଣି ଶୋଭାଯାତ୍ରା ବେଳେ ରକ୍ତରଞ୍ଜିତ ହେଲା ରାଜଧାନୀ; ପୂର୍ବ ଶତ୍ରୁତାକୁ ନେଇ ବୁଲିଲା ଖଣ୍ଡା, ୨ ଆହତ

ଭୁବନେଶ୍ଵର: (ଓଡ଼ିଶା ଭାସ୍କର) ଭୁବନେଶ୍ବରରେ ଭସାଣି ଶୋଭାଯାତ୍ରା ବେଳେ ବୁଲିଲା ଖଣ୍ଡା । ଭସାଣି ଶୋଭାଯାତ୍ରା ବେଳେ ରକ୍ତରଞ୍ଜିତ ହେଲା ରାଜଧାନୀ, ପୂର୍ବ ଶତ୍ରୁତାକୁ ନେଇ ବୁଲିଲା ଖଣ୍ଡା। ଗୋଟିଏ ଗୋଷ୍ଠୀର ଖଣ୍ଡା ଆକ୍ରମଣରେ ଅନ୍ୟ ଗୋଷ୍ଠୀର ୨ ଜଣ ଆହତ ହୋଇଛନ୍ତି । ରସୁଲଗଡ଼ ପୂଜା ମଣ୍ଡପର ଭସାଣି ଶୋଭାଯାତ୍ରା ବେଳେ ଗଣ୍ଡଗୋଳ ହୋଇଥିବା ଖବର ଆସିଛି । ତେବେ ପୂର୍ବ ଶତ୍ରୁତାକୁ ନେଇ ଗୋଟିଏ ଗୋଷ୍ଠୀର ଅନ୍ୟ ଗୋଷ୍ଠୀ ଉପରେ ଆକ୍ରମଣ ହୋଇଥିବା ସୂଚନା ।

Get real time updates directly on you device, subscribe now.