fbpx

ଦୁଇ ପ୍ରେମିକ ସହ ରୁମ୍ ଭିତରରେ ଥିଲା ବୋହୂ, ବାହାରୁ ତାଲା ପକାଇ ଦେଲେ ଶାଶୁ

ମହାରାଜଙ୍ଗଜ : ସ୍ୱାମୀ ବିଦେଶରେ । କାମ କରିବି ଭଲ ଦୁଇ ପଇସା ରୋଜଗାର କରି ଘରକୁ ପଠାଇବି । ଘର ଚଳିବ । ବାପା ମା, ସ୍ତ୍ରୀ ଛୁଆ ଖୁସୀରେ ରହିବେ । ହେଲେ ସ୍ୱାମୀ ଅନୁପସ୍ଥିତିରେ ସ୍ତ୍ରୀ ଚଲାଇଛି ରାସଲୀଳା । ଦୁଇ ଜଣ ପ୍ରେମିକ ସହ ଆପତ୍ତିଜନକ ଅବସ୍ଥାରେ ଧରାପଡିଛି ସ୍ତ୍ରୀ ।

କାମ ଖୋଜିବାକୁ ସ୍ୱାମୀ ବିଦେଶକୁ ଯିବା ପରେ ସ୍ତ୍ରୀର ବାପା ଘରକୁ ଯିବା ଆସିବା ବଢିଯାଇଥିଲା । ସେହି ଗାଁର ଦୁଇ ଜଶ ଯୁବକ ସହ ଅବୈଧ ସମ୍ପର୍କ ଗଢିଉଠିଥିଲା । ଉଭୟଙ୍କୁ ନିଜ ଶାଶୁ ଘରକୁ ଡାକିଥିଲେ । ଆପତ୍ତିଜନକ ଅବସ୍ଥାରେ ଉଭୟ ଯୁବକ ସହ ମହିଳାଙ୍କୁ ଦେଖଥିଲେ ତାଙ୍କ ଶାଶୁ । ପରେ ସେମାନଙ୍କୁ ବାହାରୁ ତାଲା ପକାଇ ଦେଇଥିଲେ । ପୋଲିସକୁ ଫୋନ୍ କରି ଡକାିବା ପରେ ଉଭୟ ଯୁବକ ଓ ବୋହୂକୁ ପୋଲିସ ଜିମା ଦେଇଥିଲା ଶାଶୁ ।

Get real time updates directly on you device, subscribe now.