fbpx

Big Breaking : ନଭେମ୍ବର ୨୬ରେ ହେବ SI ପରୀକ୍ଷା, ଓଡ଼ିଶା ପୋଲିସ ରିକ୍ରୁଟମେଣ୍ଟ ବୋର୍ଡ ପକ୍ଷରୁ ବିଜ୍ଞପ୍ତି ଜାରି

Advertisement

ଭୁବନେଶ୍ୱର : ଓଡ଼ିଶା ପୋଲିସର SI ପରୀକ୍ଷା ଆସନ୍ତା ନଭେମ୍ବର ୨୬ ତାରିଖରେ ହେବାକୁ ସ୍ଥିର କରାଯାଇଛି । ଏନେଇ ଓଡ଼ିଶା ପୋଲିସ ରିକ୍ରୁଟମେଣ୍ଟ ବୋର୍ଡ ପକ୍ଷରୁ ପ୍ରେସ ମଧ୍ୟମରେ ବିଜ୍ଞପ୍ତି ଜାରି କରି ସୂଚନା ଦେଇଛନ୍ତି । ଆସନ୍ତା ନଭେମ୍ବର ୨୬ ତାରିଖରେ ରାଜ୍ୟର ସମସ୍ତ ଜିଲ୍ଲାରେ OMR ପ୍ରଣାଳୀରେ ପରୀକ୍ଷା କରାଯିବ । ତେବେ ପରୀକ୍ଷା ସମ୍ପନ୍ଧୀୟ ସମସ୍ତ ତଥ୍ୟ ଇ-ମେଲ୍ ସାହାଯ୍ୟରେ ସମସ୍ତ ପରୀକ୍ଷାର୍ଥୀଙ୍କୁ ଜଣାଇ ଦିଆଯିବ  ବୋଲି  କୁହାଯାଇଛି ।

Get real time updates directly on you device, subscribe now.